puja
ଠାକୁରାଣୀ ଯାତ୍ରା (ବ୍ରହ୍ମପୁର)
Thakurani Yatra
- Chaitra
- ଚୈତ୍ର/ବୈଶାଖ (ପ୍ରତି ୨ ବର୍ଷରେ ଥରେ)
- ତିଥି / ବାର ପ୍ରଧାନ
niyam and paddhati1
- ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରରେ ଅତ୍ୟନ୍ତ ଧୁମଧାମରେ ଅନୁଷ୍ଠିତ ବୃହତ୍ତମ ଲୋକ ଉତ୍ସବ। ଏହି ଯାତ୍ରା ସମୟରେ ମା’ ବୁଢ଼ୀ ଠାକୁରାଣୀ ନିଜ ମୂଳ ମନ୍ଦିରରୁ ନିଜ ବାପଘର (ଦେଶୀବେହେରା ସାହି)କୁ ବିଜେ କରନ୍ତି ଏବଂ ସମଗ୍ର ସହର ଉତ୍ସବମୁଖର ହୋଇଉଠେ।
source: Festivals of Odisha (community-compiled reference)