puja
ରଥଯାତ୍ରା
Ratha Yatra
- Ashadha
- ଆଷାଢ଼ ଶୁକ୍ଳ ଦ୍ୱିତୀୟା
- ପୁଷ୍ୟା / ସ୍ୱାତୀ (ପ୍ରଧାନତଃ ତିଥି ଆଧାରିତ)
this year: 16 July 2026
niyam and paddhati1
- ରଥଯାତ୍ରା ହେଉଛି ଓଡ଼ିଶାର ସବୁଠାରୁ ବୃହତ୍ତମ ତଥା ଜଗତପ୍ରସିଦ୍ଧ ଗଣପର୍ବ। ଏହି ଦିନ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀ ଛାଡ଼ି ତିନୋଟି ବିଶାଳ ରଥରେ ବିଜେ କରି ମାଉସୀମା’ ମନ୍ଦିର (ଗୁଣ୍ଡିଚା ଘର)କୁ ନବଦିନାତ୍ମକ ଯାତ୍ରା କରନ୍ତି। ସର୍ବଧର୍ମ ସମନ୍ୱୟ ଓ ଜାତି-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାର ଏହା ଏକ ଅନନ୍ୟ ଦିବ୍ୟ ଉତ୍ସବ।
source: Festivals of Odisha (community-compiled reference)