puja
ରାଧା ପାଦ ଦର୍ଶନ
Radha Pada Darsana
- Kartika
- କାର୍ତ୍ତିକ ଶୁକ୍ଳ ନବମୀ
- ଧନିଷ୍ଠା
this year: 19 November 2026
niyam and paddhati1
- ପୁରୀ ଜିଲ୍ଲା ସତ୍ୟବାଦୀ (ସାକ୍ଷୀଗୋପାଳ) ମନ୍ଦିରର ସବୁଠାରୁ ଆକର୍ଷଣୀୟ ଦିବସ। ବର୍ଷସାରା ମା’ ରାଧାରାଣୀଙ୍କ ପାଦ ଆଚ୍ଛାଦିତ ହୋଇ ରହିଥାଏ, ମାତ୍ର ଆଁଳା ନବମୀ ଦିନ ମା’ କେବଳ 'ଓଡ଼ିଆଣୀ ବେଶ' ଧାରଣ କରନ୍ତି। ଏହି ପବିତ୍ର ଦିନରେ ମା’ଙ୍କର ଦିବ୍ୟ ରାଧାପାଦ ଦର୍ଶନ କଲେ ମୋକ୍ଷ ପ୍ରାପ୍ତ ହୁଏ।
source: Festivals of Odisha (community-compiled reference)