Skip to content
paribhaasha

puja

ଲିଙ୍ଗରାଜ ଶୀତଳଷଷ୍ଠୀ

Lingaraj Shitalasasthi

  • Jyestha
  • ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ
  • ପୂର୍ବଫାଲ୍ଗୁନୀ

this year: 22 May 2026

niyam and paddhati1

  1. ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ। ପ୍ରଭୁ ଲିଙ୍ଗରାଜ ରୁକୁଣା ରଥ ପରିକ୍ରମା ପରେ ବିବିଧ ସାଂସ୍କୃତିକ ଶୋଭାଯାତ୍ରା ସହ କେଦାର-ଗୌରୀ ମନ୍ଦିରକୁ ଯାଇ ଦିବ୍ୟ ବିବାହ ନୀତି ସମ୍ପନ୍ନ କରନ୍ତି, ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୁଅନ୍ତି।

source: Festivals of Odisha (community-compiled reference)