puja
ଗୁପ୍ତ ଗୁଣ୍ଡିଚା
Gupta Gundicha
- Ashwina
- ଆଶ୍ୱିନ ଶୁକ୍ଳ ଦ୍ୱିତୀୟା ରୁ ନବମୀ
- ଚିତ୍ରା / ସ୍ୱାତୀ
this year: 12 October 2026
niyam and paddhati1
- ଦୁର୍ଗାପୂଜା (ଷୋଳପୂଜା) ସମୟରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରମାନଙ୍କରେ ଅନୁଷ୍ଠିତ ଗୁପ୍ତ ଉତ୍ସବ। ଏହି ୮ ଦିନ ଦୁର୍ଗାମାଧବ ବିଗ୍ରହ ସୁସଜ୍ଜିତ ବିମାନରେ ବିଜେ କରି ବାଲିସାହିସ୍ଥିତ ନାରାୟଣୀ ମନ୍ଦିରକୁ ଯାଆନ୍ତି।
source: Festivals of Odisha (community-compiled reference)