Skip to content
paribhaasha

puja

ଗହ୍ମା ଏକାଦଶୀ

Gomha Ekadashi

  • Shrabana
  • ଶ୍ରାବଣ ଶୁକ୍ଳ ଏକାଦଶୀ
  • ଜ୍ୟେଷ୍ଠା / ମୂଳା

this year: 23 August 2026

niyam and paddhati1

  1. ଶ୍ରାବଣ ପୂର୍ଣ୍ଣିମା (ଗହ୍ମା ପୂର୍ଣ୍ଣିମା) ପୂର୍ବରୁ ପଡ଼ୁଥିବା ପବିତ୍ର ଏକାଦଶୀ। ଏହି ଦିନ ଓଡ଼ିଶାର କୃଷିଜୀବୀ ଓ ଗୋପାଳମାନେ ନିଜ ନିଜ ଗୋଶାଳା ସଫା କରି ଗୋ-ସମ୍ପଦର ମଙ୍ଗଳ ପାଇଁ ଉପବାସ ରହି ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତି।

source: Festivals of Odisha (community-compiled reference)