Skip to content
paribhaasha

puja

ଦୟଣା ଲାଗି / ଦମନକ ରୋପଣ

Damanaka Ropa Na / Dayana Chori

  • Chaitra
  • ଚୈତ୍ର ଶୁକ୍ଳ ତ୍ରୟୋଦଶୀ
  • ଉତ୍ତରାଫାଲ୍ଗୁନୀ

this year: 31 March 2026

niyam and paddhati1

  1. ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମନୋରମ ଓ ସୁବାସିତ ଦୟଣା ପତ୍ର ଅର୍ପଣ କରିବାର ପବିତ୍ର ନୀତି। ଏହି ଦିନଠାରୁ ଗ୍ରୀଷ୍ମକାଳୀନ ସେବା ଆରମ୍ଭ ହୋଇଥାଏ ଏବଂ ଠାକୁରଙ୍କୁ ସୁବାସିତ ଦୟଣା ଓ ମନ୍ଦାର ଫୁଲରେ ବିଶେଷ ଭାବେ ସଜାଯାଏ।

source: Festivals of Odisha (community-compiled reference)