puja
ଦମନକ ଚତୁର୍ଦ୍ଦଶୀ (ଦମନ ଚୋରି)
Damana Chori / Damanaka Chaturdasi
- Chaitra
- ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
- ଉତ୍ତରାଫାଲ୍ଗୁନୀ / ହସ୍ତା
this year: 1 April 2026
niyam and paddhati1
- ଶ୍ରୀମନ୍ଦିର ତଥା ଓଡ଼ିଶାର ବିଭିନ୍ନ ମନ୍ଦିରମାନଙ୍କରେ ପାଳିତ ଏକ ଅନନ୍ୟ ଦେବ ନୀତି। ଏହି ଦିନ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଜଗନ୍ନାଥ ବଲ୍ଲଭ ମଠରୁ ଦୟଣା ଗଛ (ଦମନକ) ଚୋରି କରିବାର ପ୍ରତୀକାତ୍ମକ ନୀତି ସମ୍ପନ୍ନ ହୁଏ ଏବଂ ଉକ୍ତ ପବିତ୍ର ଦୟଣା ପତ୍ର ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଏ।
source: Festivals of Odisha (community-compiled reference)