Skip to content
paribhaasha

puja

ବଡ଼ ଏକାଦଶୀ (ଉତ୍ଥାପନ ଏକାଦଶୀ)

Bada Ekadashi (Devashtami)

  • Kartika
  • କାର୍ତ୍ତିକ ଶୁକ୍ଳ ଏକାଦଶୀ
  • ଉତ୍ତରାଭାଦ୍ରପଦ

this year: 21 November 2026

niyam and paddhati1

  1. ପଞ୍ଚୁକ ବ୍ରତର ପ୍ରଥମ ପବିତ୍ର ଦିବସ। ଏହି ଦିନ ଯୋଗନିଦ୍ରାରେ ଥିବା ଭଗବାନ ବିଷ୍ଣୁ (ଶ୍ରୀଜଗନ୍ନାଥ) ଜାଗ୍ରତ ହୁଅନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର 'ଲକ୍ଷ୍ମୀନାରାୟଣ ବେଶ' (ସ୍ୱର୍ଣ୍ଣ ବେଶ) ଅନୁଷ୍ଠିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ଅତି ନିଷ୍ଠାର ସହ ଏକାଦଶୀ ଉପବାସ ରଖି ବ୍ରତ ଆରମ୍ଭ କରନ୍ତି।

source: Festivals of Odisha (community-compiled reference)