Skip to content
paribhaasha

puja

ବଡ଼ ଦ୍ୱାଦଶୀ

Bada Dwadashi

  • Kartika
  • କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ
  • ରେବତୀ

niyam and paddhati1

  1. ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନ। ଶ୍ରୀମନ୍ଦିରରେ ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 'ବାମନ ବେଶ' (ବା ଗରୁଡ଼ ବାହନ ବେଶ) ଅନୁଷ୍ଠିତ ହୁଏ। ହବିଷ୍ୟାଳୀମାନେ ଏହି ଦିନ ତୁଳସୀ ଗଛ ପାଖରେ ଝୋଟି ଚିତ୍ତା ଆଙ୍କି ରାଧା-ଦାମୋଦରଙ୍କ ବିଶେଷ ପୂଜା କରନ୍ତି।

source: Festivals of Odisha (community-compiled reference)