Skip to content
paribhaasha

puja

ଅଶୋକାଷ୍ଟମୀ (ରୁକୁଣା ରଥଯାତ୍ରା)

Ashokastami / Rukuna Ratha Yatra

  • Chaitra
  • ଚୈତ୍ର ଶୁକ୍ଳ ଅଷ୍ଟମୀ
  • ପୁନର୍ବସୁ

this year: 26 March 2026

niyam and paddhati1

  1. ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କର ଅତି ପ୍ରସିଦ୍ଧ ରଥଯାତ୍ରା। ପ୍ରଭୁ ଲିଙ୍ଗରାଜ (ହରିହର) ନିଜ ରଥ 'ରୁକୁଣା'ରେ ବିଜେ କରି ରାମେଶ୍ୱର ମନ୍ଦିରକୁ ଯାଆନ୍ତି। ଏହି ରଥକୁ 'ଅଣଲେଉଟା ରଥ' କୁହାଯାଏ, କାରଣ ଏହା ଫେରିବା ସମୟରେ ପଛକୁ ନ ବୁଲି ରଥର ପଛପଟକୁ ମୁଖ୍ୟ ଦ୍ୱାର କରି ଫେରିଥାଏ।

source: Festivals of Odisha (community-compiled reference)