puja
ଅନାବସର (ଆଲାରନାଥ ଦର୍ଶନ)
Anavasara (Alarnath Darshan)
- Jyestha
- ଜ୍ୟେଷ୍ଠ ପୂର୍ଣ୍ଣିମା ରୁ ଆଷାଢ଼ ଅମାବାସ୍ୟା
- ଜ୍ୟେଷ୍ଠା ରୁ ଆର୍ଦ୍ରା
this year: 31 May 2026
niyam and paddhati1
- ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୱରରେ ପୀଡ଼ିତ ହୋଇ ୧୫ ଦିନ ଅନାବସର ଘରେ ଗୁପ୍ତ ସେବାରେ ରହନ୍ତି। ଏହି ସମୟରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତମାନେ ବ୍ରହ୍ମଗିରିସ୍ଥିତ 'ପ୍ରଭୁ ଆଲାରନାଥ' (ଚତୁର୍ଭୁଜ ବିଷ୍ଣୁ)ଙ୍କୁ ଶ୍ରୀଜଗନ୍ନାଥଙ୍କ ରୂପରେ ଦର୍ଶନ କରି ପୁଣ୍ୟ ଲାଭ କରନ୍ତି।
source: Festivals of Odisha (community-compiled reference)