puja
ଅକ୍ଷୟ ତୃତୀୟା
Akshaya Tritiya
- Baisakha
- ବୈଶାଖ ଶୁକ୍ଳ ତୃତୀୟା
- ରୋହିଣୀ
this year: 20 April 2026
niyam and paddhati1
- ଓଡ଼ିଶାର କୃଷି ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ପବିତ୍ର ଦିନ। ଏହି ଦିନ ଚାଷୀମାନେ ବିଲରେ 'ଅଖିମୁଠି ଅନୁକୂଳ' କରି ପ୍ରଥମ ଧାନ ବିହନ ବୁଣନ୍ତି। ଏହାସହ ଶ୍ରୀମନ୍ଦିର ରଥଯାତ୍ରା ପାଇଁ ତିନି ରଥର କାଠ ଅନୁକୂଳ ଓ ନିର୍ମାଣ କାର୍ଯ୍ୟ ଏହି ଦିନଠାରୁ ହିଁ ଶୁଭାରମ୍ଭ ହୋଇଥାଏ।
source: Festivals of Odisha (community-compiled reference)