ଖଣ୍ଡା ଧାର ରେ ଚାଲିବା
Popular Odia Proverb
ଯେ ତୋତେ ମାଇଲା ତାକୁ ତୁ ନ ମାର, ତାକୁ ମାରୁଥିବ ଆନ । ଦେଖୁଥିବ ତୋର ଦୁଇ ନୟନ, ଶୁଣୁଥିବ ଦୁଇ କାନ ।।
ଅରକ୍ଷିତକୁ ଦଇବ ସାହା
ତୁଣ୍ଡ ଫିଟିଲେ ଦୁଃଖ ଯାଏ