Skip to content
paribhaasha

puja

ସୁଦଶା ବ୍ରତ

Sudasha Brata

  • ଶୁକ୍ଳ ଦଶମୀ (ଗୁରୁବାର ପଡ଼ିଲେ)
  • ତିଥି ଓ ବାର ସଂଯୋଗ

niyam and paddhati1

  1. ମା’ ମହାଲକ୍ଷ୍ମୀଙ୍କର ଏକ ଅତି ପବିତ୍ର ଓ ମହିମାମୟ ବ୍ରତ। ଯେଉଁ ମାସର ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡ଼େ, ସେହି ଦିନ ସଧବା ନାରୀମାନେ ଗୃହର ସୁଦଶା (ସୌଭାଗ୍ୟ) ପାଇଁ ୧୦ ଗଣ୍ଠି ଥିବା ପବିତ୍ର ବ୍ରତ ହାତରେ ବାନ୍ଧି ୧୦ଟି ଫୁଲ, ୧୦ଟି ମନ୍ଦାର ଓ ୧୦ଟି ଭୋଗ ସହ ମା'ଙ୍କ ପୂଜା କରନ୍ତି।

source: Festivals of Odisha (community-compiled reference)