puja
ଶ୍ମଶାନ କାଳୀ ପୂଜା
Smasana Kali Puja
- Kartika
- କାର୍ତ୍ତିକ ଅମାବାସ୍ୟା (ଦୀପାବଳୀ)
- ସ୍ୱାତୀ / ବିଶାଖା
this year: 9 November 2026
niyam and paddhati1
- ଓଡ଼ିଶାର ବିଭିନ୍ନ ପ୍ରାଚୀନ ଶ୍ମଶାନ ପୀଠ ଓ ତାନ୍ତ୍ରିକ କ୍ଷେତ୍ରରେ କାଳୀ ଅମାବାସ୍ୟା ରାତିରେ ମା’ କାଳୀଙ୍କର ଅନୁଷ୍ଠିତ ଗୁପ୍ତ ତଥା ଜାଗ୍ରତ ପୂଜା। ଏହି ଦିନ ସାଧକମାନେ ରାତିସାରା ଧୂନି ଓ ମନ୍ତ୍ର ଜପ କରି ମା'ଙ୍କୁ ଆରାଧନା କରନ୍ତି।
source: Festivals of Odisha (community-compiled reference)