Skip to content
paribhaasha

puja

ଶୀତଳଷଷ୍ଠୀ

Sitalasasthi

  • Jyestha
  • ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ
  • ମଘା / ପୂର୍ବଫାଲ୍ଗୁନୀ

this year: 22 May 2026

niyam and paddhati1

  1. ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଏକ ଅତି ପ୍ରସିଦ୍ଧ ଓ ଦିବ୍ୟ ଉତ୍ସବ। ଏହି ଦିନ ଭଗବାନ ଶିବ ଓ ମା’ ପାର୍ବତୀଙ୍କର ଦିବ୍ୟ ବିବାହ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବରକାରୀ ଶୋଭାଯାତ୍ରା ସହ ସମ୍ପନ୍ନ ହୁଏ। ସାଧାରଣ ଲୋକମାନେ କନ୍ୟାପିତା ଓ ବରପିତା ହୋଇ ଏହି ବିବାହ ଉତ୍ସବ ସମ୍ପାଦନ କରନ୍ତି।

source: Festivals of Odisha (community-compiled reference)

Sitalasasthi | Parbāṇī by ParibhaAsha App