Skip to content
paribhaasha

puja

ସାବିତ୍ରୀ ବ୍ରତ

Savitri Brata

  • Jyestha
  • ଜ୍ୟେଷ୍ଠ ଅମାବାସ୍ୟା
  • ରୋହିଣୀ / ମୃଗଶିରା

this year: 16 May 2026

niyam and paddhati1

  1. ସଧବା ଓଡ଼ିଆ ନାରୀମାନଙ୍କର ସ୍ୱାମୀଙ୍କ ଦୀର୍ଘାୟୁ, ନିରାମୟ ଜୀବନ ଓ ମଙ୍ଗଳ କାମନା ପାଇଁ ପାଳିତ ବ୍ରତ। ସତ୍ୟବାନ-ସାବିତ୍ରୀଙ୍କ ପୌରାଣିକ ଆଖ୍ୟାୟିକାକୁ ଆଧାର କରି ନାରୀମାନେ ନୂତନ ବସ୍ତ୍ର ପରିଧାନ କରି ନିର୍ଜଳା ଉପବାସ ରହି ମା’ ସାବିତ୍ରୀ ଓ ଯମଦେବଙ୍କ ପୂଜା ସହ ଫଳମୂଳ ଭୋଗ ଅର୍ପଣ କରନ୍ତି।

source: Festivals of Odisha (community-compiled reference)

Savitri Brata | Parbāṇī by ParibhaAsha App