puja
ସାମ୍ବ ଦଶମୀ
Samba Dashami
- Pousha
- ପୌଷ ଶୁକ୍ଳ ଦଶମୀ
- କୃତ୍ତିକା / ରୋହିଣୀ
niyam and paddhati1
- ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିବା ସ୍ମୃତିରେ ଏହି ପର୍ବ ପାଳିତ ହୁଏ। ଏହି ଦିନ ମା’ମାନେ ନିଜ ସନ୍ତାନଙ୍କ ଆରୋଗ୍ୟ ଓ ଦୀର୍ଘାୟୁ ପାଇଁ ସୂର୍ଯ୍ୟଙ୍କୁ ଉଦୟ, ମଧ୍ୟାହ୍ନ ଓ ଅସ୍ତ ସମୟରେ ବିଭିନ୍ନ ପୀଠା-ପଣା ଭୋଗ ଅର୍ପଣ କରନ୍ତି।
source: Festivals of Odisha (community-compiled reference)