Skip to content
paribhaasha

puja

ରାଧାଷ୍ଟମୀ

Radhastami

  • Bhadraba
  • ଭାଦ୍ରବ ଶୁକ୍ଳ ଅଷ୍ଟମୀ
  • ଜ୍ୟେଷ୍ଠା / ଅନୁରାଧା

this year: 19 September 2026

niyam and paddhati1

  1. ଶ୍ରୀକୃଷ୍ଣଙ୍କର ଆହ୍ଲାଦିନୀ ଶକ୍ତି ମା’ ରାଧାରାଣୀଙ୍କର ପବିତ୍ର ଆବିର୍ଭାବ ଦିବସ। ଓଡ଼ିଶାର ସମସ୍ତ ବୈଷ୍ଣବ ମଠ, ସାକ୍ଷୀଗୋପାଳ ମନ୍ଦିର ଓ ଇସ୍କନ୍ ମନ୍ଦିରମାନଙ୍କରେ ଏହି ଦିନ ରାଧା-କୃଷ୍ଣଙ୍କର ସ୍ୱତନ୍ତ୍ର ମହାଅଭିଷେକ, ବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ ହୁଏ।

source: Festivals of Odisha (community-compiled reference)