puja
ଶାରଦୀୟ ନବମୀ ପୂର୍ଣ୍ଣାହୁତି
Nabami Puja (Sharadiya)
- Ashwina
- ଆଶ୍ୱିନ ଶୁକ୍ଳ ନବମୀ
- ଉତ୍ତରାଷାଢ଼ା
this year: 20 October 2026
niyam and paddhati1
- ଦୁର୍ଗାପୂଜା (ଷୋଳପୂଜା)ର ସବୁଠାରୁ ମହିମାମୟ ଦିବସ। ଏହି ଦିନ ଓଡ଼ିଶାର ଶାକ୍ତ ପୀଠ ଓ ପୂଜାମଣ୍ଡପମାନଙ୍କରେ ମା’ ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ନିକଟରେ ବିଶେଷ ମହାହୋମ, ଚଣ୍ଡୀପାଠ ଓ ପୂର୍ଣ୍ଣାହୁତି ସମ୍ପାଦିତ ହୁଏ। କଟକ ଓ ଭୁବନେଶ୍ୱରର ପ୍ରସିଦ୍ଧ ମେଢ଼ଗୁଡ଼ିକରେ ଏହି ଦିନ ସାନ୍ଧ୍ୟ ଆରତୀ ପାଇଁ ଜନସମୁଦ୍ର ସୃଷ୍ଟି ହୁଏ।
source: Festivals of Odisha (community-compiled reference)