Skip to content
paribhaasha

puja

କୁମାର ପୂର୍ଣ୍ଣିମା

Kumar Purnima

  • Ashwina
  • ଆଶ୍ୱିନ ପୂର୍ଣ୍ଣିମା
  • ଅଶ୍ୱିନୀ

this year: 26 October 2026

niyam and paddhati1

  1. କୁମାର ପୂର୍ଣ୍ଣିମା ହେଉଛି ଓଡ଼ିଶାର କୁମାରୀ କନ୍ୟା ଓ ଯୁବକମାନଙ୍କର ଏକ ଆନନ୍ଦଦାୟକ ପର୍ବ। ସୁନ୍ଦର, ସୁଗୁଣ ସାମୀ (ପ୍ରଭୁ କାର୍ତ୍ତିକେୟଙ୍କ ପରି) ପ୍ରାପ୍ତି ଆଶାରେ କୁମାରୀମାନେ ସୂର୍ଯୋଦୟ ପୂର୍ବରୁ ସ୍ନାନ କରି 'ଅଁଳା ଗଛ' ଓ ସନ୍ଧ୍ୟାରେ ଚନ୍ଦ୍ରଦେବଙ୍କୁ 'ଖଇ, ଜାଣି, କଦଳୀ' ଅର୍ପଣ କରି 'ଚାନ୍ଦ ପୂଜା' କରନ୍ତି। ଏହି ଦିନ ରାତ୍ରିସାରା କୌଡ଼ି ଖେଳ, ଗୀତ ଓ ପୁଚି ଖେଳର ପରମ୍ପରା ରହିଛି।

source: Festivals of Odisha (community-compiled reference)