puja
ଖୁଦୁରୁକୁଣୀ ଓଷା (ତା'ପୋଇ ଓଷା)
Khudurukuni Osha / Ta'apoi Osha
- Bhadraba
- ଭାଦ୍ରବ ମାସର ସମସ୍ତ ରବିବାର
- ତିଥି / ବାର ପ୍ରଧାନ
niyam and paddhati1
- କୁମାରୀ ଝିଅମାନଙ୍କ ଦ୍ୱାରା ନିଜ ଭାଇମାନଙ୍କର ମଙ୍ଗଳ, ସୁରକ୍ଷା ଓ ସମୃଦ୍ଧି ପାଇଁ ପାଳିତ ପ୍ରସିଦ୍ଧ ଓଷା। ସାଧବ କନ୍ୟା ତା'ପୋଇଙ୍କ ଦୁଃଖ ଓ ଭାଲୁକୁଣୀ (ମା’ ଦୁର୍ଗା)ଙ୍କ କୃପାର କାହାଣୀ ଏହି ଓଷାର ମୂଳ ବିଷୟ। ଏହି ଦିନ ଖୁଦ ଭାଜି, ଫୁଲ ଓ ସାଧବ ବୋହୂ ଝୋଟି ସହ ଦେବୀଙ୍କ ପୂଜା କରାଯାଏ।
source: Festivals of Odisha (community-compiled reference)