Skip to content
paribhaasha

puja

କାଞ୍ଜି ଆଁଉଳା ଓଷା

Kanji Aula Osha

  • Margashira
  • ମାର୍ଗଶିର କୃଷ୍ଣ ପ୍ରତିପଦ / ଦ୍ୱିତୀୟା
  • ରୋହିଣୀ / ମୃଗଶିରା

niyam and paddhati1

  1. ଓଡ଼ିଶାର ଗ୍ରାମାଞ୍ଚଳ ଗୃହିଣୀମାନଙ୍କ ଦ୍ୱାରା ପରିବାର ଓ ସନ୍ତାନମାନଙ୍କର ସୁସ୍ଥତା ପାଇଁ ପାଳିତ ଏକ ପାରମ୍ପରିକ ଓଷା। ଏହି ଦିନ ଶୀତଦିନିଆ ପରିବା ପକାଇ ପ୍ରସ୍ତୁତ 'କାଞ୍ଜି' (ଆମ୍ବିଳ), ଶାକ ଓ ଆଁଉଳା ଦ୍ୱାରା ଷାଠି ଦେବୀଙ୍କର ପୂଜାର୍ଚ୍ଚନା କରାଯାଏ।

source: Festivals of Odisha (community-compiled reference)