puja
କାକଟପୁର ଝାମୁ ଯାତ୍ରା
Kakatpur Jhamu Yatra
- Chaitra
- ଚୈତ୍ର/ବୈଶାଖ ମାସର ଶେଷ ମଙ୍ଗଳବାର
- ତିଥି / ବାର ପ୍ରଧାନ
niyam and paddhati1
- ପୁରୀ ଜିଲ୍ଲାର କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ପ୍ରସିଦ୍ଧ ଶାକ୍ତ ଉତ୍ସବ। ଏହି ଦିନ ଦେବୀଙ୍କର ପାଟ ଭୋକ୍ତା (ସାଧକ)ମାନେ କଠୋର ଉପବାସ ରହି ଜଳନ୍ତା ଆଙ୍ଗାର (ନିଆଁ) ଉପରେ ଖାଲି ପାଦରେ ଚାଲି ଦେବୀଙ୍କ ଭକ୍ତି ଓ ସାଧନାର ପ୍ରମାଣ ଦିଅନ୍ତି।
source: Festivals of Odisha (community-compiled reference)