puja
ଜାହ୍ନି ଓଷା
Janha Osha (Jahni Osha)
- Ashwina
- ଆଶ୍ୱିନ ମାସସାରା
- ତିଥି / ବାର ପ୍ରଧାନ
niyam and paddhati1
- ଓଡ଼ିଶାର କୁମାରୀ ଓ ନାରୀମାନଙ୍କ ଦ୍ୱାରା ଆଶ୍ୱିନ ମାସସାରା ପାଳିତ ଏକ ନିଷ୍ଠାପର ବ୍ରତ। ମାସକ ପାଇଁ ଜାହ୍ନି ପରିବା ଖାଇବା ସମ୍ପୂର୍ଣ୍ଣ ବର୍ଜନ କରାଯାଏ ଏବଂ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଚଉରା ମୂଳରେ ଦୀପ ଜାଳି ଓଷା କଥା ପାଠ କରାଯାଇ ସୁଶୀଳ ଓ ସୁସ୍ଥ ବର କାମନା କରାଯାଏ।
source: Festivals of Odisha (community-compiled reference)