Skip to content
paribhaasha

puja

ଗଣେଶ ଚତୁର୍ଥୀ

Ganesha Chaturthi

  • Bhadraba
  • ଭାଦ୍ରବ ଶୁକ୍ଳ ଚତୁର୍ଥୀ
  • ସ୍ୱାତୀ / ବିଶାଖା

this year: 14 September 2026

niyam and paddhati1

  1. ବୁଦ୍ଧି, ସିଦ୍ଧି ଓ ବିଘ୍ନନାଶକ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ଏହି ଦିନ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟ, କଲେଜ ଓ ଅନୁଷ୍ଠାନମାନଙ୍କରେ ନିଷ୍ଠାର ସହ କରାଯାଏ। ଛାତ୍ରଛାତ୍ରୀମାନେ ନିଜର ବିଦ୍ୟାସିଦ୍ଧି ପାଇଁ ପ୍ରଭୁ ଗଣପତିଙ୍କୁ ଲଡ଼ୁ, ଖୋଇ ଓ ଫଳମୂଳ ଅର୍ପଣ କରି ପ୍ରାର୍ଥନା କରନ୍ତି।

source: Festivals of Odisha (community-compiled reference)