puja
ଗଜଲକ୍ଷ୍ମୀ ପୂଜା
Gajalaxmi Puja
- Ashwina
- ଆଶ୍ୱିନ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା ଠାରୁ ୧୧ ଦିନ)
- ଅଶ୍ୱିନୀ / ଭରଣୀ
niyam and paddhati1
- ଢେଙ୍କାନାଳ, ଚୌଦ୍ୱାର, କେନ୍ଦ୍ରାପଡ଼ା ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ଅତ୍ୟନ୍ତ ପ୍ରସିଦ୍ଧ ଗଣଉତ୍ସବ। କୁମାର ପୂର୍ଣ୍ଣିମା ରାତ୍ରିରୁ ଆରମ୍ଭ ହୋଇ ୧୧ ଦିନ ଧରି ମା’ ଗଜଲକ୍ଷ୍ମୀଙ୍କର ବିଶାଳ ମୃଣ୍ମୟୀ ମୂର୍ତ୍ତି, ରଙ୍ଗବେରଙ୍ଗର ଆଲୋକସଜ୍ଜା ଓ ଭବ୍ୟ ତୋରଣ ସହ ପୂଜାର୍ଚ୍ଚନା କରାଯାଏ।
source: Festivals of Odisha (community-compiled reference)