Skip to content
paribhaasha

puja

ଦୋଳ ପୂର୍ଣ୍ଣିମା

Dola Purnima

  • Phalguna
  • ଫାଲଗୁନ ପୂର୍ଣ୍ଣିମା
  • ଉତ୍ତରାଫାଲ୍ଗୁନୀ / ହସ୍ତା

this year: 3 March 2026

niyam and paddhati1

  1. ଦୋଳ ପୂର୍ଣ୍ଣିମା ହେଉଛି ରାଧା-କୃଷ୍ଣଙ୍କ ପ୍ରେମ ଓ ରଙ୍ଗର ପବିତ୍ର ଉତ୍ସବ। ଏହି ଦିନ ଗାଁ ଗାଁରେ ଦେବଦେବୀଙ୍କର ବିମାନ ଦୋଳିରେ ବିଜେ କରି ଘରକୁ ଘର ବୁଲନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ 'ରାଜରାଜେଶ୍ୱର ବେଶ' ଅନୁଷ୍ଠିତ ହୁଏ। ଏହି ଦିନଠାରୁ ଓଡ଼ିଶାରେ ରଙ୍ଗର ପର୍ବ ହୋଲି (ଫାଗୁ ଖେଳ) ଆରମ୍ଭ ହୋଇଥାଏ।

source: Festivals of Odisha (community-compiled reference)